ବିଜେଡି ମୁଖ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଦଳର ବରିଷ୍ଠ ନେତା ଓ କର୍ମୀ ମାନଙ୍କ ଉପସ୍ଥିତିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉପସ୍ଥିତ ଦଳର ନେତା ଓ କର୍ମୀ ମାନଙ୍କୁ ନବୀନ ପଟ୍ଟନାୟକ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ପଣ୍ଡା, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଶ୍ରୀ ସଂତୃପ୍ତ ମିଶ୍ର, ବିଜେଡି ସଭାପତିଙ୍କ ଅତିରିକ୍ତ ରାଜନୈତିକ ସଚିବ ଶ୍ରୀ ଅଜିତ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ, ଦେବଗଡ଼ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ବିଜୟ ନାୟକ, ଶ୍ରୀ ମନ୍ମଥ ରାଉତରାୟ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ମିହିର ରାୟ, ଶ୍ରୀ ନାରାୟଣ ଜେନା, ଏସ୍କେ ଅମିର ମହମ୍ମଦ, ଆଶିଷ ସାହୁ, ସତ୍ୟଜିତ୍ ପଟ୍ଟନାୟକ, ସୁକାନ୍ତ ନାୟକ, ସଞ୍ଜିତ ମହାନ୍ତି, ନୀଳମାଧବ ମହାନ୍ତି, ଦୀପକ ମହାପାତ୍ର, ମନୋଜ ମହାନ୍ତି, ସୋଫିଆ ଆଲାମ, ସ୍ମୃତି ରଞ୍ଜନ ପଟ୍ଟନାୟକ, ଅରୁପ ଶ୍ରୀଚନ୍ଦନ, ଭାରତୀ ସିଂ, ରୁନୁ ଜେନା, ରଞ୍ଜୁଲତା ରାୟ, ବନଜା ମହାନ୍ତି, ଲୋରା ମହାପାତ୍ର, ଇତିଶ୍ରୀ ଜେନା, ଇଲା ସ୍ୱାଇଁ, ସ୍ମୀତା ସିଂ, ବବିତା ଜେନା, ତିଳୋତ୍ତମା ଚୌଧୁରୀ, ରକି ଦାସ, ସୁଜିତ ପାଲଟାସିଂହ, ଅଶୋକ ନାୟକ, ଦେବସ୍ମିତା ଦାସ, ଏସ୍କେ ନୱାଜ, ତବରେଜ ଖାନ୍, ସମିମ ଅଖତର, ଦୀପକ ସାହୁ, ପ୍ରଦୁ୍ୟମ୍ନ ମହାନ୍ତି, ସ୍ନେହାଶିଷ ଜେନା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *