ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି
ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳContinue Reading……
ଖଣ୍ଡପଡା ଏସ୍ଡିପିଓଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ପ୍ରସଙ୍ଗ
ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜନୈକ ମହିଳା ଖଣ୍ଡପଡା ଏସ୍ଡିପିଓଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଛନ୍ତି । ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ମହାନିଦେ୍ର୍ଦଶକଙ୍କୁContinue Reading……
ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦେ୍ଦଶ୍ୟ ରଖି ଆସିଥିବା ଡିଲିମିଟେସନ ବିଲ୍ କାଟ୍ ଖାଇଲା: ବିଜେଡି
ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦେ୍ଦଶ୍ୟ ରଖି କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା ଡିଲିମିଟେସନ ବିଲ୍ କାଟ୍ ଖାଇଲା ବୋଲି ବିଜେଡି କହିଛି । ତିନି ବର୍ଷContinue Reading……
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି
ସଂସଦ ଓ ବିଧାନସଭା କ୍ଷେତ୍ରରେ ମହିଳା ସଂରକ୍ଷଣ ବିଲକୁ ନେଇ ବିରୋଧୀ ଦଳମାନେ ଏହାକୁ ସମର୍ଥନ ନଦେବାରୁ ଏହା କାଟ୍ ଖାଇଗଲା ବୋଲି ବିଜେପି ତରଫରୁ ଯାହାContinue Reading……
ମୟୂରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ସଫଳ
ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ ପାଳନContinue Reading……
ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ଜଣ ସାଂସଦ: ବିଜେଡି
ମହିଳା ସଂରକ୍ଷଣକୁ ଆଳ କରି ଓଡ଼ିଶାର କ୍ଷତି ହେଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍୍ ସପକ୍ଷରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଭୋଟ ଦେବାContinue Reading……
ଶଙ୍ଖ ଭବନ ରେ ବିଜୁ ବାବୁଙ୍କ 29 ତମ ଶ୍ରାଦ୍ଧ ଦିବସ ପାଳିତ ଦିଲ୍ଲୀରୁ ଆଭାସୀ ଜରିଆରେ ଯୋଗ ଦେଲେ ନବୀନ ପଟ୍ଟନାୟକ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 29 ତମ ଶ୍ରାଦ୍ଧ ଦିବସ ଆଜି ସାରା ରାଜ୍ୟ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଶଙ୍ଖ ଭବନContinue Reading……
ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ ପଟ୍ଟନାୟକ
ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦContinue Reading……
ଡିଲିମିଟେସନକୁ ନେଇ ନବୀନଙ୍କ ଚିଠି ଉପରେ ବିଜେପିର ପ୍ରତିକ୍ରିୟାର କଡା ଜବାବ ଦେଲା ବିଜେଡି
ଡିଲିମିଟେସନ ପରେ ଦେଶର ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀContinue Reading……









